ବାଲିମେଳା ଜଳଭଣ୍ଡାର ଗେଟ୍‌ ଖୋଲିଲା : ଗୁରୁପ୍ରିୟା ସେତୁକୁ ବିପଦ!

ମାଲକାନଗିରି : ତରବରିଆ ଭାବେ ନିଷ୍ପତ୍ତି ନିଆଯାଇ ଆଜି ସକାଳେ ବାଲିମେଳା ଜଳ ଭଣ୍ଡାରର ୨ଟି ଗେଟ୍‌ ଖୋଲା ଯାଇଛି। ସକାଳ ୧୦ଟାରେ ୪ ଓ ୭ନମ୍ବର ଗେଟ୍‌ ଖୋଲି ଜଳ ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୨୦ହଜାର କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଛି। ଜିଲ୍ଲାପାଳ ମନିଷ ଅଗ୍ରୱାଲ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ବିଜୟ କୁମାର କାଲତା, ବିଡିପି ପ୍ରକଳ୍ପ ଯନ୍ତ୍ରୀଙ୍କ ସମେତ ଆନ୍ଧ୍ର ପ୍ରଦେଶର ବହୁ … Continue reading ବାଲିମେଳା ଜଳଭଣ୍ଡାର ଗେଟ୍‌ ଖୋଲିଲା : ଗୁରୁପ୍ରିୟା ସେତୁକୁ ବିପଦ!